ତୀର୍ଥ ଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ୧୬ ଗୁରୁତର
ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅଞ୍ଚଳର ଲୁହାମୁଣ୍ଡା ଠାରେ ଶୁକ୍ରବାର ଭୋର ୫ଟା ସମୟରେ ଏକ ତୀର୍ଥଯାତ୍ରୀ ବୋଝେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ଭାରସାମ୍ୟ ହରାଇ ବସଟି ଡିଭାଇଡରରେ ଧକ୍କା ଦେଇ ପିଟି ହୋଇଯାଇଥିଲା।…
ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅଞ୍ଚଳର ଲୁହାମୁଣ୍ଡା ଠାରେ ଶୁକ୍ରବାର ଭୋର ୫ଟା ସମୟରେ ଏକ ତୀର୍ଥଯାତ୍ରୀ ବୋଝେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ଭାରସାମ୍ୟ ହରାଇ ବସଟି ଡିଭାଇଡରରେ ଧକ୍କା ଦେଇ ପିଟି ହୋଇଯାଇଥିଲା।…
ଅନୁଗୁଳ: ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୁଳର ଅବସରପ୍ରାପ୍ତ ଶିକ୍ଷକ କଣ୍ଡୁରି ଚରଣ ଭୂତିଆଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ସ୍ବର୍ଗତ ଭୁତିଆ ପଡ଼ିଆଭଙ୍ଗା,ଗୋବରା,ଠାକୁରଗଡ଼…
କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟର ତିନି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଆଥଲେଟିକ୍ ଚୟନରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ଚୟନ ପାଇଁ ମନୋନୀତ ହୋଇଛନ୍ତି। ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଫ୍ଲୋରେନସ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କୁଲେଇ ଗ୍ରାମର ଜଣେ ଜଣାଶୁଣା ଶିକ୍ଷାବିତ୍ ଧନେଶ୍ୱର ସାହୁଙ୍କର ଗୁରୁବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର…
ତାଳଚେର: ଓଡ଼ିଶାର ଅନ୍ୟତମ ପ୍ରତିଭାମୟୀ ବାଳିକା ସ୍ନେହାଲ ବରାଳ ନିଜର ବିଚକ୍ଷଣତା ଓ ସର୍ଜନଶୀଳତା ପାଇଁ ଗ୍ଲୋବାଲ୍ ଚାଇଲଡ୍ ପ୍ରୋଡିଜି ଆଓ୍ୱାର୍ଡ୍ ଲାଭ କରିଛନ୍ତି। ଏହା ସହ ସେ ବିଶ୍ୱର ପ୍ରଥମ ଅସାଧାରଣ ଶିଶୁ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ଓଡ଼ିଶାର ଗର୍ବ…
ଅନୁଗୁଳ: ପୋଲିସ ଚାକିରୀରୁ ଅବସର ପରେ ବି ସେ ଚୁପ୍ ହୋଇ ବସି ନାହାନ୍ତି। ଅନେକ ଆଗ୍ରହୀ କଳାକାରଙ୍କୁ ଯାଦୁ ବିଦ୍ୟାର କୌଶଳ ଶିଖାଉଛନ୍ତି। ତାଙ୍କ ଶିଷ୍ୟଙ୍କ ମଧ୍ୟରେ ଡାକ୍ତର, ଇଞ୍ଜିନିୟର ଠାରୁ ସ୍କୁଲ ଛାତ୍ର ବି ଅଛନ୍ତି। ରୋପ ଖେଳ,…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଂଚଳର ଗର୍ବ, ଗୌରବ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ପ୍ରଧାନଙ୍କ ୯୮ ବୟସରେ ପରଲୋକ ହୋଇଛି। ତାଙ୍କର ଗ୍ରାମ ବଡ଼ିବାହାଲରେ ରବିବାର ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର…
ଅନୁଗୁଳ: ତାଳଚେରର ଅଜିତ କୁମାର ସାହୁଙ୍କୁ ଯୁବ ଆଇଏନ୍ଟିୟୁସିର କାର୍ଯ୍ୟକାରି ସଦସ୍ୟ ଭାବେ ମନୋନୀତ କରାଯାଇଛି। ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ ସଭାପତି ପ୍ରକାଶ ବେହେରା ଏଥିନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଅଜିତ…
ଅନୁଗୁଳ: ଶ୍ରୀକ୍ଷେତ୍ରରେ ତାଳଚେରର ସମାଜସେବୀ ସମ୍ବର୍ଦ୍ଧିତ। ପୁରୀ ସ୍ଥିତ ସଂସ୍କୃତି ଭବନ ଠାରେ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଆୟୋଜିତ ପ୍ରତିଭା ସମ୍ମାନ ସମାରୋହରେ ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଭାଷା…
ଅନୁଗୁଳ: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଝାରଖଣ୍ଡର ରସାୟନ ବିଜ୍ଞାନ ବିଭାଗର ଗବେଷଣାଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ ସଫଳତା ସହିତ ତାଙ୍କର ଗବେଷଣାକାର୍ଯ୍ୟ ସମାପ୍ତ କରି ପିଏଚଡି ଡିଗ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ଡକ୍ଟରେଟ୍ କାର୍ଯ୍ୟ ସହାୟକ ପ୍ରଫେସର ଡକ୍ଟର…