ଖୁସି ଖବର! ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ପାଇଲେ ତାଳଚେରର ଝିଅ ଅଭିଲିପ୍ସା
ତାଳଚେର: ୨୦୨୨ ମସିହା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ଟପ୍ପର ହୋଇ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ତାଳଚେର ଅଞ୍ଚଳର ଅଭିଲିପ୍ସା ପାଣି। ଗତ ୧୨ ତାରିଖ ଦିନ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ…
