ନିଆରା ବ୍ୟକ୍ତିତ୍ୱ: ବୟସ ୮୦ ଟପିଲାଣି, କିନ୍ତୁ ସବୁ ଦିନ ସାଇକେଲ ଚଲାଇ ୧୬ କିଲୋମିଟର ଯାଆନ୍ତି ଅନୁଗୁଳର ଧୋବଣୀ ଅପା

ଅନୁଗୁଳ: ବୟସ ୮୦ ଟପିଲାଣି କିନ୍ତୁ ଏବେ ବି ସେ ପୂରା ଫିଟ୍। ଯେଉଁ ସମୟରେ ଘରେ ମହିଳା ମାନେ ଚାରି କାନ୍ଥ ଭିତରେ ରହି ରୋଷେଇ କାମ କରନ୍ତି, ସେହି ସମୟରେ ଏ ମହିଳା ଜଣଙ୍କ କିନ୍ତୁ ଘରୁ ବାହାରି…

Continue Readingନିଆରା ବ୍ୟକ୍ତିତ୍ୱ: ବୟସ ୮୦ ଟପିଲାଣି, କିନ୍ତୁ ସବୁ ଦିନ ସାଇକେଲ ଚଲାଇ ୧୬ କିଲୋମିଟର ଯାଆନ୍ତି ଅନୁଗୁଳର ଧୋବଣୀ ଅପା

ଉତ୍କର୍ଷତା ପାଇଁ ଅନୁଗୁଳ ଫାୟାର ଅଫିସରଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ଅନୁଗୁଳ: ଅଗ୍ନିଶମ ସପ୍ତାହ ପାଳନ ଅବସରରେ କଟକ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଅଗ୍ନିଶମ ସେବା ସଂସ୍ଥାର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଶାନ୍ତ କୁମାର ଧଳଙ୍କୁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଡିଜି ପଦକ ମିଳିଛି।…

Continue Readingଉତ୍କର୍ଷତା ପାଇଁ ଅନୁଗୁଳ ଫାୟାର ଅଫିସରଙ୍କୁ ସମ୍ମାନିତ କଲେ ପୋଲିସ ଡିଜି

ମେଜର ଜେ.ସି ବେହେରାଙ୍କ ପରଲୋକ

ଅନୁଗୁଳ: ରୋଟାରୀଆନ ମେଜର ଜେ.ସି ବେହେରାଙ୍କ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କିଛି ବର୍ଷ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।…

Continue Readingମେଜର ଜେ.ସି ବେହେରାଙ୍କ ପରଲୋକ

ଚେନ୍ନାଇରେ ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଅନୁଗୁଳର ଯୁବ ଇଞ୍ଜିନିୟର ଦୁଷ୍ମନ୍ତ ବେହେରା

ଅନୁଗୁଳ : ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଛି। ଚେନ୍ନାଇର ଚେନ୍ନାଇ ଗେଟ୍ ୱେ ହୋଟେଲରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ…

Continue Readingଚେନ୍ନାଇରେ ଡକ୍ଟରେଟ ଉପାଧିରେ ସମ୍ମାନିତ ହେଲେ ଅନୁଗୁଳର ଯୁବ ଇଞ୍ଜିନିୟର ଦୁଷ୍ମନ୍ତ ବେହେରା

ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ

ଅନୁଗୁଳ: ରାଜ୍ୟ ସରକାରଙ୍କ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଗତ ୧୫ ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ…

Continue Readingପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ

ପୂର୍ବତନ କଲେଜ ଅଧ୍ୟକ୍ଷ ଓ ସାହିତ୍ୟ ସଂଗଠକଙ୍କ ପରଲୋକ

ଅନୁଗୁଳ: ଜନତା କଲେଜ ବଇଣ୍ଡା ଓ କିଶୋରନଗର କଲେଜର ପୂର୍ବତନ ଅଧ୍ୟକ୍ଷ ବୀରକିଶୋର ପ୍ରଧାନଙ୍କ ଶୁକ୍ରବାର ରାତିରେ ଫୁଲଝରି ସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। କଲେଜ ଅଧ୍ୟକ୍ଷ ଭାବେ କିଛିଦିନ କାମ…

Continue Readingପୂର୍ବତନ କଲେଜ ଅଧ୍ୟକ୍ଷ ଓ ସାହିତ୍ୟ ସଂଗଠକଙ୍କ ପରଲୋକ

ହୃଦଘାତ ରେ ଆଖିବୁଜିଲେ ମେଡ଼ିସିନ ବିଶେଷଜ୍ଞ ଡାକ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିନିୟର୍ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ଆର୍‌କେଏସ୍ ମହାପାତ୍ରଙ୍କ ବୁଧବାର ବଡି ଭୋର୍ ସମୟରେ ପରଲୋକ ଘଟିଛି।ସକାଳୁ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମିଶ୍ରପଡ଼ା ସ୍ଥିତ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧୀନ…

Continue Readingହୃଦଘାତ ରେ ଆଖିବୁଜିଲେ ମେଡ଼ିସିନ ବିଶେଷଜ୍ଞ ଡାକ୍ତର

ସ୍ୱାଧୀନତା ସଂଗ୍ରାମୀ ହୃଷିକେଶ ପ୍ରଧାନଙ୍କ ପତ୍ନୀ ବିୟୋଗ

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ହୃଷୀକେଶ ପ୍ରଧାନଙ୍କ ଧର୍ମପତ୍ନୀ ଘୃତଲତା ପ୍ରଧାନଙ୍କ ଜରାସିଂହା ସ୍ଥିତ ବାସଭବନରେ ମଙ୍ଗଳବାର ସକାଳ ୯ ଟା ସମୟରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫…

Continue Readingସ୍ୱାଧୀନତା ସଂଗ୍ରାମୀ ହୃଷିକେଶ ପ୍ରଧାନଙ୍କ ପତ୍ନୀ ବିୟୋଗ

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ୱରୂପ

ଅନୁଗୁଳ: ନିଜର ଅଭୂତପୂର୍ବ ସ୍ମରଣ ଶକ୍ତି ଓ ମେଧା ପାଇଁ ପରିଚିତ ଅନୁଗୁଳ ଶିମିଲିପଡ଼ାର ୬ ବର୍ଷର ଛାତ୍ର ସ୍ୱରୂପ କୁମାର ପାଳ। ୨୦୨୧ ବର୍ଷ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ରେ ତାଙ୍କ ନାମ ସ୍ଥାନ ପାଇଛି। ୧୩…

Continue Readingଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ୱରୂପ

ଅଣୁ ବିଜ୍ଞାନୀ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବରପୁତ୍ର ବିଶିଷ୍ଟ ଅଣୁ ବିଜ୍ଞାନୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଗୁରୁବାର ଭୁବନେଶ୍ୱର ଠାରେ ପରଲୋକ ଘଟିଛି।ବାୟସାଧିକ ହେତୁ ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଭାବା ଆଣବିକ ଗବେଷଣା କେନ୍ଦ୍ର ରେ ଜଣେ ଅଣୁ ବିଜ୍ଞାନୀ ଭାବେ…

Continue Readingଅଣୁ ବିଜ୍ଞାନୀ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପରଲୋକ