ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଅନୁଗୁଳ: ବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ପ୍ରଧାନଙ୍କ ସୋମବାର ସୁସୁଡା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ,ତାଳଚେର ଯୁବରାଜ ହାଇସ୍କୁଲ ଓ ଛେଣ୍ଡିପଦା ସିଟି ସ୍କୁଲ ର ପ୍ରଧାନ…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଅନୁଗୁଳ:ସମ୍ବାଦର ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ୫୮ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି।ତାଙ୍କ କାର୍ଟୁନ ଏବଂ ବ୍ୟଙ୍ଗ କବିତା ଓଡ଼ିଶାର ଅଗଣିତ ପାଠକଙ୍କୁ ଆକର୍ଷିତ କରୁଥିଲା। ସମାଜର ପ୍ରତିଟି ନୀତିବିଭ୍ରାଟ,ଭ୍ରଷ୍ଟାଚାର, ଦୁର୍ନୀତି ବିରୁଦ୍ଧରେ ସେ ନିୟମିତ କଲମ ଚାଳନା କରିଥିଲେ। ୨୦୦୧…

Continue Readingବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଅନୁଗୁଳ: ବୁଧବାର ସକାଳେ ତଳମୂଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣୟ କୁମାର ପ୍ରଧାନଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ହୋଇଥିଲା। ବ୍ରେନ୍ ଟ୍ୟୁମର ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା।…

Continue Readingଯୁବ ଡାକ୍ତରଙ୍କ ଅକାଳ ବିୟୋଗ

ଡ଼ଃ ହରିହର ଦାଶଙ୍କ ପରଲୋକ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ଡ଼ଃ. ହରିହର ଦାଶଙ୍କର ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସେ ପ୍ରାୟ ୧୫ ବର୍ଷ ହେବ ପକ୍ଷାଘାତ ରୋଗରେ ପିଡ଼ିତ ଥିଲେ। ସେ ଏକାଧାରରେ ଜଣେ ଇଞ୍ଜିନିୟର,…

Continue Readingଡ଼ଃ ହରିହର ଦାଶଙ୍କ ପରଲୋକ

ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ମଝିକା ଗ୍ରାମର ଶତାୟୁ ସ୍ବାଧୀନତା ସଂଗ୍ରାମୀ ବଂଶୀଧର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ଫର୍ଟିଲାଇଜର ପକ୍ଷରୁ ବରିଷ୍ଠ ପଦାଧିକାରୀମାନେ ସ୍ବାଧୀନତା ସଂଗ୍ରାମୀ…

Continue Readingସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୁରୁମଟାପ ପଞ୍ଚାୟତର ରଘୁନାଥ ପ୍ରଧାନଙ୍କ ପୁଅ ରୁବେଲାଲ୍ ପ୍ରଧାନଙ୍କର ୧୨୧୪୪ ବର୍ଗ ଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଯାହା ଫଳରେ ତାଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଡ…

Continue Readingଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ୍ ଘଣ୍ଟପଡା ପଞ୍ଚାୟତର ଚାଳଗଡ ଗ୍ରାମ ବାସିନ୍ଦା ଅନ୍ତର୍ଯ୍ୟାମୀ ରାଉତ(୭୪)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ସଂକୀର୍ତ୍ତନ ଗୁରୁ…

Continue Readingସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ବର୍ଷିଆନ ସାହିତ୍ୟିକଙ୍କୁ ଚାପି ଦେଲା କାର

ଅନୁଗୁଳ: ମଙ୍ଗଳବାର ଦିନ ପ୍ରାୟ ସାଢ଼େ ଏଗାରଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଜଣେ ସାଇକେଲ ଆରୋହୀଙ୍କୁ ଚାପି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ନୂଆପଡା ଗାଁର ତ୍ରିଲୋଚନ ପ୍ରଧାନ (୭୫) ସାଇକଲ ଯୋଗେ…

Continue Readingବର୍ଷିଆନ ସାହିତ୍ୟିକଙ୍କୁ ଚାପି ଦେଲା କାର

ଏସିଏଫ୍ ପରୀକ୍ଷାରେ ହରମୋହନଙ୍କ ସଫଳତା

ଅନୁଗୁଳ: ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନଙ୍କ ଦ୍ବାରା ପରିଚାଳିତ ବନ ବିଭାଗର ଏସିଏଫ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଅନୁଗୁଳ ବ୍ଲକ୍ ବନ୍ତଳା ଅଞ୍ଚଳର ହରମୋହନ ରଥ। ଚୂଡ଼ାନ୍ତ ଚୟନ ତାଲିକାରେ ସେ ୧୦ ନମ୍ବର ବ୍ୟାଙ୍କ୍ ହାସଲ କରି ଜିଲ୍ଲା ପାଇଁ…

Continue Readingଏସିଏଫ୍ ପରୀକ୍ଷାରେ ହରମୋହନଙ୍କ ସଫଳତା

ଡା ଭବାନୀ ଶଙ୍କର ବଳଙ୍କ ପରଲୋକ

ଅନୁଗୁଳ: ବରିଷ୍ଠ ଚିକିତ୍ସକ (ଶଲ୍ୟ ବିଶେଷଜ୍ଞ) ଡା. ଭବାନୀ ଶଙ୍କର ବଳଙ୍କର ସୋମବାର ରାତିରେ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲରେ ସେ ବରିଷ୍ଠ ଶଲ୍ୟ ବିଶେଷଜ୍ଞ ଭାବରେ ଅବସ୍ଥାପିତ ଥିଲେ ।…

Continue Readingଡା ଭବାନୀ ଶଙ୍କର ବଳଙ୍କ ପରଲୋକ