ମା’ ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନ ତ୍ରିବିଡାକୁ ହରାଇ ଛେଣ୍ଡିପଦା ଚାମ୍ପିଅନ

ଛେଣ୍ଡିପଦା: ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତେଣ୍ଟୁଲୋଇ କୋଡାସାହି ପଞ୍ଚାୟତ ସ୍ଥିତ ଜାମୁନାଳୀ ଗ୍ରାମରେ ମା' ହିଙ୍ଗୁଳା କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଡ଼ିସେମ୍ବର ୨୪ ତାରିଖରୁ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି…

Continue Readingମା’ ହିଙ୍ଗୁଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନ ତ୍ରିବିଡାକୁ ହରାଇ ଛେଣ୍ଡିପଦା ଚାମ୍ପିଅନ

ପଞ୍ଚୁନାଥ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଉଭୟ ପୁରୁଷ ଓ ମହିଳା ବିଭାଗରେ କଟକ ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଅରହାଟ ଗ୍ରାମ ଶିଖସାହି ସ୍ଥିତ ହାଇସ୍କୁଲ ପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ପଞ୍ଚୁନାଥ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,…

Continue Readingପଞ୍ଚୁନାଥ କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଉଭୟ ପୁରୁଷ ଓ ମହିଳା ବିଭାଗରେ କଟକ ଚାମ୍ପିୟନ

୭ମ ନାଲକୋ ପ୍ରିମିୟର୍ ଲିଗ୍: ଅପରେସନ ବିଭାଗକୁ ହରାଇ ଟ୍ରଫି ହାତେଇଲା କାର୍ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଷ୍ଟାଡିୟମ୍ ପରିସରରେ ଆଜି ୭ମ ନାଲକୋ ପ୍ରିମିୟର୍ ଲିଗ୍ ଉଦଯାପିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଲକୋର ସମସ୍ତ ୟୁନିୟନର…

Continue Reading୭ମ ନାଲକୋ ପ୍ରିମିୟର୍ ଲିଗ୍: ଅପରେସନ ବିଭାଗକୁ ହରାଇ ଟ୍ରଫି ହାତେଇଲା କାର୍ବନ ବିଭାଗ

ସାନହୁଲା ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ, କୃତି ପ୍ରତିଯୋଗୀ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସାନହୁଲା ହାଇସ୍କୁଲରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଛି। ଶିକ୍ଷକ ତ୍ରିଲୋଚନ ଦେହୁରୀ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ଉଦଯାପନୀ ଦିବସରେ ପ୍ରଧାନ ଶିକ୍ଷକ ବିଶ୍ବନାଥ ପ୍ରଧାନ ସଭାପତିତ୍ୱ କରିଥିଲେ।…

Continue Readingସାନହୁଲା ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ, କୃତି ପ୍ରତିଯୋଗୀ ପୁରସ୍କୃତ

ମଣ୍ଟୁ ମେମୋରିଆଲ କପ୍ କ୍ରିକେଟ୍ : ଖୋର୍ଦ୍ଧା ଡିସିଏକୁ ହରାଇ ଫାଇନାଲରେ ଝାରସୁଗୁଡ଼ା ପ୍ରୋଗ୍ରେସିଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଚାଲିଥିବା ଜିଲ୍ଲାସ୍ତରୀୟ ମଣ୍ଟୁ ମେମୋରିଆଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଝାରସୁଗୁଡା ପ୍ରୋଗ୍ରେସିଭ ଦଳ ଖୋର୍ଦ୍ଧା ଡିସିଏ ଦଳକୁ ୨ ରନରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଅମ୍ପାୟାର…

Continue Readingମଣ୍ଟୁ ମେମୋରିଆଲ କପ୍ କ୍ରିକେଟ୍ : ଖୋର୍ଦ୍ଧା ଡିସିଏକୁ ହରାଇ ଫାଇନାଲରେ ଝାରସୁଗୁଡ଼ା ପ୍ରୋଗ୍ରେସିଭ

ଆଙ୍କୁଲା କପ କ୍ରିକେଟ ଉଦଯାପିତ

ଅନୁଗୁଳ: ଅଙ୍କୁଲା ମିନି ଷ୍ଟାଡିୟମରେ ମା' ବ୍ରାହ୍ମଣୀ ଦେବୀ କ୍ଲବ ଆନୁକୂଲ୍ୟରେ ଆଙ୍କୁଲା କପ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ସେଣ୍ଟ୍ରାଲ କଲୋନୀ ଚନ୍ଦ୍ରାବାହାଳ ଏକାଦଶକୁ ହରାଇ ଚମ୍ପିୟାନ ହୋଇଥିଲା। ସେଣ୍ଟ୍ରାଲ କଲୋନୀର ସୁବ୍ରତ ମ୍ୟାଚର ଶ୍ରେଷ୍ଠ ଖେଳାଳୀ…

Continue Readingଆଙ୍କୁଲା କପ କ୍ରିକେଟ ଉଦଯାପିତ

୧୧ ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରମପୁର ଗ୍ରାମ ପଞ୍ଚାୟତର ବିହାରୀପୁର ଗ୍ରାମ ଠାରେ ସହିଦ୍ ରଞ୍ଜନ କବାଡି ଆସୋସିଏସନ୍ ପକ୍ଷରୁ ୧୧ ତମ ହରିଶ୍ଚନ୍ଦ୍ର ମେମୋରିଆଲ ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ଆରମ୍ଭ…

Continue Reading୧୧ ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବିଜୟ ମର୍ଚାଣ୍ଟ ଟ୍ରଫି: ଓଡିଶା-ହରିୟାନା ମ୍ୟାଚ ଡ୍ର’

ଅନୁଗୁଳ: ବିଜୟ ମର୍ଚାଣ୍ଟ ଟ୍ରଫିର ଓଡିଶା ଓ ହରିୟାନା ମଧ୍ୟରେ ଚାଲିଥିବା ମ୍ୟାଚ ଡ୍ର' ରହିଛି। ହରିୟାନା ପ୍ରଥମ ଇନିଂସରେ ୧୯୨ ରନ କରିଥିବା ବେଳେ ଏହାର ଜବାବରେ ଓଡିଶା ଦଳ ୨୮୯ ରନ କରିଥିଲେ। ହରିୟାନା ଦ୍ଵିତୀୟ ଇନିଂସରେ ସାତ…

Continue Readingବିଜୟ ମର୍ଚାଣ୍ଟ ଟ୍ରଫି: ଓଡିଶା-ହରିୟାନା ମ୍ୟାଚ ଡ୍ର’

ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା, ଭାଗ ନେଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ସହରର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଦ୍ୟା ମନ୍ଦିରର ୨ ଶହରୁ ଊର୍ଦ୍ଧ୍ବ…

Continue Readingଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା, ଭାଗ ନେଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

ନାରାୟଣୀ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ, ଯୋଗ ଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳସ୍ଥିତ ନାରାୟଣୀ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। ଡିସେମ୍ବର ୧୭ରୁ ୨୦ ତାରିଖ ଯାଏଁ ଏହି କ୍ରୀଡ଼ା ଚାଲିଥିଲା। ମହୋତ୍ସବକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତନ୍ମୟ କର, ନିର୍ଦ୍ଦେଶକ ବିଭୁଧେନ୍ଦୁ ବଳ, ଅନୁଷ୍ଠାନର ଅଧ୍ୟକ୍ଷା…

Continue Readingନାରାୟଣୀ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ, ଯୋଗ ଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ