ପିଏମ୍ଆଇଟିଠାରେ ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ନାମେଣ୍ଟ
ତାଳଚେର: ବିକାଶ ଫାଉଣ୍ତେସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ତାଳଚେର ପବିତ୍ର ମୋହନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ପିଏମ୍ଆଇଟି) ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୯ ତାରିଖରୁ ଆରମ୍ଭ ଏହି ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ନାମେଣ୍ଟରେ ଅନୁଗୁଳ ଓ ଢେଙ୍କାନାଳ…



