୨୦ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପ ଉଦ୍ଘାଟିତ
ଅନୁଗୁଳ: ଅନୁଗୁଳ ଗନ୍ଧିମାର୍ଗ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ଆଡିଟରିଆମରେ ଡିସେମ୍ବର ୧୯ ଓ ୨୦ ତାରିଖ ଦୁଇଦିନ ଧରି କୋଡିଏ ବର୍ଷରୁ କମ ବାଳକ ବାଳିକାଙ୍କ ପାଇଁ ରାଜ୍ୟସ୍ତରୀୟ ଚେସ୍ ଚମ୍ପିୟାନସିପ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ଚେସ୍ ସଂଘ ସମ୍ପାଦକ…



