ଆସନ୍ତା କାଲିଠାରୁ ଅନ୍ତଃ କ୍ଲବ୍ କ୍ରିକେଟ୍ ପାଇଁ ପଞ୍ଜିକରଣ
ଅନୁଗୁଳ: କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ କୁ ଦୃଷ୍ଟିରେ ରଖି ଖୁବ୍ଶୀଘ୍ର କଦମ୍ ପଡ଼ି ଆରେ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ସିନିୟର/୧୯ ବର୍ଷରୁ କମ୍ ଅନ୍ତଃ କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟ୍ରୁ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଆଗାମୀ…



