ଦୁର୍ଗା ମାଧବ କପ ଫୁଟବଲ୍: କଣ୍ଟାମାଳ ନାଲକୋକୁ ୧-୦ ରେ ହରାଇଲା
ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ହାଇସ୍କୁଲ ପଡିଆରେ ଆୟୋଜିତ ଦୁର୍ଗାମାଧବ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାର୍ଟର ଫାଇନାଲରେ କଣ୍ଟାମାଳ ବୌଦ୍ଧ ନାଇଟ କ୍ଳବ୍ ନାଲକୋକୁ ୧-୦ ଗୋଲରେ ହରାଇଥିଲା। ଶିକ୍ଷାବିତ୍ ଗଣେଶ୍ୱର ସାମଲ ଏବଂ ବିଷ୍ଣୁ ଚରଣ ଦାସ…
