୨ୟ ମା’ ଫଟାକାଞ୍ଜିଆ କ୍ରିକେଟ ଏରିନା ଉଦଯାପିତ, ଅରାହାଟ ଚାମ୍ପିୟନ
ଅନୁଗୁଳ: ସ୍ଥାନୀୟ ତୁଳସୀପାଳ ପଞ୍ଚାୟତ ଗୋଡ଼ିସାହି ସ୍ଥିତ ମା' ଫଟାକାଞ୍ଜିଆ ଖେଳ ପଡିଆ ଠାରେ ୨ୟ ମା' ଫଟାକାଞ୍ଜିଆ କ୍ରିକେଟ ଏରିନା ୨୦୨୪ ଉଦଯାପିତ ହୋଇଛି। ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ…
