ସମୟ ସୁଅରେ ପାଳଲହଡ଼ାର ପାଉଡ଼ି ଭୁୟାଁ

ଅନୁଗୁଳ: ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ମଧ୍ୟରେ ପାଳଲହଡ଼ାର ପାଉଡ଼ି ଭୁୟାଁ ଅନ୍ୟତମ। ସେମାନଙ୍କ ଚାଲିଚଳଣି, ଖାଦ୍ୟପେୟ ଓ ବେଶଭୂଷା ଆଦି ଅନ୍ୟ ସ˚ପ୍ରଦାୟଠାରୁ ବେଶ୍‌ ସ୍ବତନ୍ତ୍ର। ଏହି ପାଉଡ଼ି ଭୁୟାଁ ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ମୟୂରଭଞ୍ଜ ଏବ˚ ଅନୁଗୁଳ ଜିଲ୍ଲାର ମାଳ…

Continue Readingସମୟ ସୁଅରେ ପାଳଲହଡ଼ାର ପାଉଡ଼ି ଭୁୟାଁ

ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ

ଅନୁଗୁଳ: ୨୦୧୮ ମସିହାରେ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନଟିସିଏ (ନ୍ୟାସ୍‌ନାଲ୍‌ ଟାଇଗର କନଜରଭେସନ୍‌ ଏଜେନ୍‌ସୀ) ଏବ˚ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ, ସାତକୋଶିଆରେ ମହାବଳ ବଂଶ…

Continue Readingଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ

ବେଲଗାମ୍ ଠେଲା ବେପାର

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ତ, ବଜାର ସମେତ ବିଭିନ୍ନ ଛକ ଓ ସାହି ଭିତରେ ଏବେ ଅଢେ଼ଇ ଶହରୁ ଅଧିକ ଠେଲା ବ୍ୟବସାୟୀ ଘୂରି ବୁଲୁଛନ୍ତି। ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ବେଲଗାମ୍‌ ଏହି ବ୍ୟବସାୟୀ ମନଇଚ୍ଛା ଯେଉଁଠି ପାରିଲେ…

Continue Readingବେଲଗାମ୍ ଠେଲା ବେପାର

୨୮ ବର୍ଷର ଅନୁଗୁଳ

ଅନୁଗୁଳ: ୧୯୯୩ ମସିହାରେ ଜିଲ୍ଲା ମାନ୍ୟତା ପାଇଥିବା ଅନୁଗୁଳ ଜିଲ୍ଲା ଇତି ମଧ୍ୟରେ ଅନେକ କ୍ଷେତ୍ରରେ ବିକାଶ କରିଛି। ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ପରିବେଶ ସୁରକ୍ଷା, ପରିମଳ, ପାନୀୟ ଜଳ ଏସବୁ କ୍ଷେତ୍ରରେ ଆମେ କେତେକା˚ଶରେ ଆଗେଇଛୁ। କିନ୍ତୁ ଅନୁଗୁଳକୁ ଶୀର୍ଷରେ…

Continue Reading୨୮ ବର୍ଷର ଅନୁଗୁଳ

ଅନୁଗୁଳ: ରକ୍ତହୀନତାର ଶିକାର ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ରକ୍ତହୀନତାର ଶିକାର। ୨୦୧୫-୧୬ର ରିପୋର୍ଟ ଅନୁଯାୟୀ ୬ ମାସରୁ ୫୯ ମାସ ମଧ୍ୟରେ ଥିବା ଶିଶୁ ଯେଉଁମାନଙ୍କ ହିମୋଗ୍ଲୋବିନ୍‌ ମାତ୍ରା ୧୧ ଗ୍ରାମ୍‌ରୁ କମ୍‌ ସେମାନଙ୍କ ସ˚ଖ୍ୟା ୩୬ ପ୍ରତିଶତ। ୧୫ରୁ…

Continue Readingଅନୁଗୁଳ: ରକ୍ତହୀନତାର ଶିକାର ମହିଳା

ଜିଲ୍ଲାରେ କପା ଚାଷୀ ହତାଶ

ଅନୁଗୁଳ: ଓଡ଼ିଶା କପା ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟ। ଅନୁଗୁଳ ସମେତ ୧୨ଟି ଜିଲ୍ଲାରେ ୧୦ କୋଟି କେଜି ତୁଳା ବର୍ଷକୁ ଉତ୍ପାଦିତ ହୁଏ। କିନ୍ତୁ ଶିଳ୍ପ ସମୃଦ୍ଧ ଏ ଜିଲ୍ଲାରେ ଟେକ୍ସଟାଇଲ୍‌ ଶିଳ୍ପକୁ ପ୍ରୋତ୍ସାହନ ନାହିଁ କି ଚାଷୀଙ୍କ ପାଇଁ…

Continue Readingଜିଲ୍ଲାରେ କପା ଚାଷୀ ହତାଶ

ଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି

ଅନୁଗୁଳ: ଭାରତରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ମିଳିବା ପରେ ସେମାନେ ଏବେ ଫୋକସରେ ଅଛନ୍ତି। ବ୍ୟବସାୟଠାରୁ ରାଜନୀତି ଯାଏଁ ସବୁଠି ସେମାନେ ସେମାନଙ୍କ ପ୍ରବେଶକୁ ଜାହିର କରିବାକୁ ପ୍ରୟାସ କରୁଛନ୍ତି। ତେବେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ତେବେ ଏକତା…

Continue Readingଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି

ବନ୍ଦ ହେବ ଶତାୟୁ ଶିକ୍ଷାନୁଷ୍ଠାନ!

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଅମଲାପଡ଼ା ପ୍ରାଥମିକ ସ୍କୁଲ୍‌ ବନ୍ଦ ହେବା ନେଇ କଳ୍ପନଜଳ୍ପନା ଆରମ୍ଭ ହୋଇଛି। ସ୍କୁଲ୍‌ରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଏବେ ପଢୁ ଥିବାରୁ ସରକାରୀ ଯୋଜନା ଅନୁସାରେ ଏହାକୁ ଅନ୍ୟ ପାଖ ସ୍କୁଲ୍‌…

Continue Readingବନ୍ଦ ହେବ ଶତାୟୁ ଶିକ୍ଷାନୁଷ୍ଠାନ!

ବଢ଼ି ଚାଲିଛି ମାର୍କେଟ କମ୍ପ୍ଲେକ୍ସ: ପାର୍କି˚ ପାଇଁ ଜାଗା ନାହିଁ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଘରୋଇ ଜାଗାରେ ଚଳିତ ବର୍ଷ ବହୁ ମାର୍କେଟ୍‌ କମ୍ପ୍ଲେକ୍ସ ଗଢ଼ି ଉଠିଛି। ବସ୍‌ଷ୍ଟାଣ୍ତ, ଅମଲାପଡ଼ା, ଶିମିଳିପଡ଼ା, ଶଙ୍କର ସିନେମା ରୋଡ୍‌, ଗାନ୍ଧୀମାର୍ଗ ଆଦି ସ୍ଥାନଗୁଡ଼ିକରେ ବହୁତଳ ଆତ୍ତଳିକମାନ ଗଢି ଉଠିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛି।ଘର…

Continue Readingବଢ଼ି ଚାଲିଛି ମାର୍କେଟ କମ୍ପ୍ଲେକ୍ସ: ପାର୍କି˚ ପାଇଁ ଜାଗା ନାହିଁ

ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏବେ ଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ସାଜିଛନ୍ତି। ଜିଲ୍ଲାର ବନ୍ତଳା, ଆଠମଲ୍ଲିକ, ଠାକୁରଗଡ଼, କଣିହାଁ ଆଦି ଅଞ୍ଚଳର ବିଭିନ୍ନ ଗାଁରେ ବାର‌୍‌ହା ଉପଦ୍ରବ ଦେଖିବାକୁ ମିଳୁଛି। ବାରହା ପଲ ଧାନ, ମକା, ବିଭିନ୍ନ…

Continue Readingଗେଣ୍ତା ଓ ବାର‌୍‌ହା ଚାଷୀଙ୍କ ମୁଣ୍ତବ୍ୟଥା