ଜିଲ୍ଲାରେ ବଢୁଛି କ୍ରାଇମ
ଅନୁଗୁଳ: କୋଭିଡ ଲକଡ଼ାଉନ ଏବଂ ସଟଡ଼ାଉନ ସମୟରେ କଟକଣା ଥାଇ ମଧ୍ୟ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟରେ କ୍ରାଇମ ବଢିଥିବା ଜଣାପଡିଛି। ବିଶେଷ କରି ବଳାତ୍କାର, ଲୁଟ୍,ହତ୍ୟା ଆଦି ଅପରାଧ ପରିଲକ୍ଷିତ ହୋଇଛି। ୨୦୧୯ଠାରୁ ୨୦୨୦ରେ କ୍ରାଇମ ୧୦.୪୫ ପ୍ରତିଶତ ବଢିଥିବା…
ଅନୁଗୁଳ: କୋଭିଡ ଲକଡ଼ାଉନ ଏବଂ ସଟଡ଼ାଉନ ସମୟରେ କଟକଣା ଥାଇ ମଧ୍ୟ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟରେ କ୍ରାଇମ ବଢିଥିବା ଜଣାପଡିଛି। ବିଶେଷ କରି ବଳାତ୍କାର, ଲୁଟ୍,ହତ୍ୟା ଆଦି ଅପରାଧ ପରିଲକ୍ଷିତ ହୋଇଛି। ୨୦୧୯ଠାରୁ ୨୦୨୦ରେ କ୍ରାଇମ ୧୦.୪୫ ପ୍ରତିଶତ ବଢିଥିବା…
ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ବାସୀଙ୍କୁ ରୋଗାଗ୍ରସ୍ତ କରି ଛଟପଟ କରି ମାରିବାକୁ ଏନ୍ଟିପିସି କର୍ତ୍ତୃପକ୍ଷ ଶପଥ ନେଇଥିବା ପରି ମନେହେଉଛି । କାରଣ ଯେଉଁ ପାଉଁଶକୁ ନେଇ ସୁପ୍ରିମିକୋର୍ଟ ଏବଂ ଜିଲ୍ଲାପାଳ ତାଗିଦ କରିଛନ୍ତି…
ଅନୁଗୁଳ: ଗତ ଦୁଇ ଦଶନ୍ଧି ଧରି ଅନୁଗୁଳର ପରିବେଶ ବିଗିଡ଼ିବାରେ ଲାଗିଛି। ଜିଲ୍ଲା ପରିବେଶ ସମିତି ତଥା ଜିଲ୍ଲାର ମୁଖିଆମାନେ ଏଥିପ୍ରତି ଯେଭଳି ଦୃଷ୍ଟି ଦେବା କଥା ତାହା ଦେଉନାହାନ୍ତି। ପରିବେଶ ଦିବସ ଆସିଗଲେ କାଗଜ କଲମରେ, ଖବରକାଗଜରେ ଚାରା ରୋପଣରର…
ଅନୁଗୁଳ: ମେ ୩୧ ତାରିଖକୁ ବିଶ୍ୱ ତମ୍ବାଖୁ ବିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହା କେବଳ ସଭା ସମିତି ଅବା ସ୍ଲୋଗାନ ଭିତରେ ସୀମିତ ରହୁଛି । କୋଭିଡ୍ ଭଳି ମହାମାରୀ ସମୟରେ ପ୍ରତି ଛକବଜାରରେ ଲୁଚା ଚୋରାରେ…
ଅନୁଗୁଳ: ସଚେତନତା, ଗୋଷ୍ଠୀଗତ ସହଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ଦ୍ୱାରା ସମାଜରେ ଯେ କୌଣସି କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରାଯାଇପାରିବ। ଆଠମଲ୍ଲିକ ବ୍ଳକ୍ ସାନହୁଲା ପଂଚାୟତ ମହୁଲନାଳି ଗାଁ ର ଲୋକେ ଏଭଳି ଏକ କାର୍ଯ୍ୟକୁ ସଫଳତାର ସହ ସଂପନ୍ନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠିରେ ବିଭିନ୍ନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ତେବେ ଜିଲ୍ଲାରେ ଥିବା ରାଜ୍ୟ ରାଜପଥ କଡ଼ରେ ଖୋଳି ପାଇପ୍ ବିଛା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ । ପ୍ରତ୍ୟେକ ଗାଁରେ ଶହଶହ ସଂଖ୍ୟାରେ ମାଟିଇଟା ଭାଟି କରାଯାଇ ଖୋଲାଖୋଲି ବ୍ୟବସାୟ ହେଉଛି। ହେଲେ ଏହି ବେଆଇନ୍ କାରବାରରେ ରୋକ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ…
ଅନୁଗୁଳୁ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ପ୍ରକୃତରେ ମହିଳାଙ୍କ ବିକାଶ ରାଷ୍ଟ୍ରୀୟ ବିକାଶର ଅନ୍ୟତମ ଅଂଶ ବିଶେଷ। ଏ ପରିପ୍ରେକ୍ଷୀରେ ଅନୁଗୁଳୁର ବହୁ ନାରୀ ପ୍ରତିଭା ଏ ମାଟି…
ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ, ସରକାରୀ ଜାଗାରେ ସ୍ଥାପନ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ପୁଣି ଏକ ବ୍ୟବସାୟିକ ସଂସ୍ଥା ସାର୍ଥରେ । ନିଜ ସୀମାରେ ବହୁତଳ ପ୍ରାସାଦ ନିର୍ମାଣ ପରେ ସରକାରୀ ଜାଗାରେ…
ଆଠମଲ୍ଲିକ: ଛାତଘର ନିର୍ମାଣ ତ ଦୂରର କଥା, ପଟା ଓ ମାଟି ପକାଇ ଆଟୁଘର ର୍ନିମାଣରେ ବି ପରିବାର ସଦସ୍ୟଙ୍କ ଉପରେ ଠାକୁରଙ୍କ କୋପ ପଡ଼ିବ। ଏହିପରି ଅନ୍ଧବିଶ୍ବାସ ଯୋଗୁଁ ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗ୍ରାମରେ ଛାତଘରଟିଏ ଦେଖିବାକୁ ମିଳୁନଥିଲା। ପକ୍କା…