ଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି
ଅନୁଗୁଳ: ଭାରତରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ମିଳିବା ପରେ ସେମାନେ ଏବେ ଫୋକସରେ ଅଛନ୍ତି। ବ୍ୟବସାୟଠାରୁ ରାଜନୀତି ଯାଏଁ ସବୁଠି ସେମାନେ ସେମାନଙ୍କ ପ୍ରବେଶକୁ ଜାହିର କରିବାକୁ ପ୍ରୟାସ କରୁଛନ୍ତି। ତେବେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ତେବେ ଏକତା…





