ପୁଅକୁ ହରାଇ କୃଷ୍ଣ ଭକ୍ତିରେ ତଲ୍ଲୀନ ରଶ୍ମିତା, ନିଜ ଛୁଆ ଭଳି ଖୁଆଇବା ପିଆଇବା ସହ ସାଙ୍ଗରେ ଧରି ବୁଲୁଛନ୍ତି ବାଳ ଗୋପାଳଙ୍କୁ
ଅନୁଗୁଳ: ଶ୍ରୀକୃଷ୍ଣଙ୍କୁ ନିଜ ପୁତ୍ରବତ୍ ସ୍ନେହ କରନ୍ତି। ଆଉ ବାଳଗୋପାଳଙ୍କୁ ନିଜ ସାଙ୍ଗେ ସାଙ୍ଗେ ରଖିଥାନ୍ତି। କୁନି ଛୁଆଙ୍କୁ ଯେମିତି ଦିନକୁ ତିନି ଥର କ୍ଷୀର, ପରିବା ଚକଟା ଆଉ ରୁଟି ଖୁଆଇ ଦିଅନ୍ତି, ମହାପ୍ରଭୁଙ୍କୁ ମଧ୍ୟ ସମାନ ଢଙ୍ଗରେ ଭୋଗ…