ଗୋରୁ ଚାଲାଣ ବେଳେ ଉଦ୍ଧାର କଲେ ଗ୍ରାମବାସୀ ଓ ପୋଲିସ

You are currently viewing ଗୋରୁ ଚାଲାଣ ବେଳେ ଉଦ୍ଧାର କଲେ ଗ୍ରାମବାସୀ ଓ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଉପରଛ ଠାରେ ଚାଲଣ ବେଳେ ଗୋରୁ ଉଦ୍ଧାର। ଗ୍ରାମବାସୀ ଓ ପୋଲିସ ପହଞ୍ଚି ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ଯେ, ଆଜି ସକାଳେ ବଡକେରା ଅଞ୍ଚଳରୁ ଏକ ବଡ଼ ଆଇଚର ଗାଡିରେ ଗୋରୁ ବୋଝେଇ ହୋଇ ଆସୁଥିବା ବେଳେ ଗାଡିଟିର ଯାନ୍ତ୍ରିକ ତ୍ରୁଟି ହେବାରୁ ଅଟକି ଯାଇଥିଲା। ଫଳରେ ଚାଳକ ଗାଡିଟିକୁ ଛାଡି ପଳାଇଥିଲେ। ଗ୍ରାମବାସୀ ଗାଡ଼ିରେ ଗୋରୁ ପଲ ଦେଖିବା ପରେ ମହିଧରପୁର ଫାଣ୍ଡି ପୋଲିସକୁ ଖବର ଦେବା ସହ ଗାଈମାନଙ୍କୁ ଉଦ୍ଧାର କରିଥିଲେ।

Share

Leave a Reply