କୋଇଲା ବୋଝଇ ଟ୍ରେନରେ ନିଆଁ

You are currently viewing କୋଇଲା ବୋଝଇ ଟ୍ରେନରେ ନିଆଁ

ଅନୁଗୁଳ: ଅନୁଗୁଳ ଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ
ଟ୍ରେନରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ହଠାତ୍ ନିଆଁ ଲାଗିଯାଇଥିଲା ।ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। ଅଧିକ ଉତ୍ତାପ ହେତୁ ବଗିରେ ନିଆଁ ଲଗିଥାଇ ପାରେ ବୋଲି ଆଶଙ୍କା କରାଯାଉଛି। ଟ୍ରେନଟି ତାଳଚେରରୁ କୋଇଲା ନେଇ ନାଲକୋ ଆସୁଥିଲା ବୋଲି ସୂଚନା ମିଳିଛି।

Share

Leave a Reply