ଅନୁଗୁଳରେ ଶୀତ ଲହର: ୨୪ ଘଣ୍ଟାରେ ୨ ଡିଗ୍ରୀ ତାପମାନ କମିଲା

You are currently viewing ଅନୁଗୁଳରେ ଶୀତ ଲହର: ୨୪ ଘଣ୍ଟାରେ ୨ ଡିଗ୍ରୀ ତାପମାନ କମିଲା

ଅନୁଗୁଳ: ବେଶ କିଛି ଦିନର ବିରତି ପରେ ଅନୁଗୁଳରେ ଶୀତ ଲହର ଆରମ୍ଭ ହୋଇଛି। ଶୁକ୍ରବାର ଅନୁଗୁଳ ସହରର ତାପମାତ୍ରା ୧୪.୬ ଡିଗ୍ରୀ ସେଲ୍‌ସିଅସ ଥିବା ବେଳେ ଶନିବାର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରହିଥିଲା। ଶୀତ ଲହର ଯୋଗୁଁ ଶୀତ ବସ୍ତ୍ରର ବିକ୍ରି ବୃଦ୍ଧି ପାଇଛି। ସେହି ଭଳି ଅନୁଗୁଳ ପୌରପାଳିକା ପକ୍ଷରୁ ରାତ୍ରକାଳୀନ ଆଶ୍ରୟସ୍ଥଳୀରେ ନିରାଶ୍ରୟ ଲୋକଙ୍କୁ ଠାବ କରାଯାଇ ଥଇଥାନ କରାଯାଉଛି ।

Share

Leave a Reply