ଅନୁଗୁଳ: ସ୍ୱାୟତ୍ତ ଶାସନ ଦିବସ ୨୦୨୨ ପାଇଁ ଅନୁଗୁଳ ପୌରପାଳିକା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଉଛି। ପୌରପାଳିକା ମଧ୍ୟରେ ଥିବା ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଏହି ପ୍ରତିଯୋଗିତା କରାଯିବ। ଏହି କ୍ରମରେ ଚଳିତ ୨୪ ତାରିଖ ଦିନ ଅନୁଗୁଳ ଟାଉନ ହଲ ଠାରେ ଏକକ ନୃତ୍ୟ ଓ ଲଘୁ କଣ୍ଠ ସଙ୍ଗୀତ ଓ ୨୫ ତାରିଖ ଦିନ ଡ୍ରଇଂ ଓ ରଙ୍ଗୋଲି ପ୍ରତିଯୋଗିତା ରଖାଯାଇଛି। ତୃତୀୟ ରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ନେଇ ସବ ଜୁନିଅର, ଷଷ୍ଠ ଓ ସପ୍ତମ ଶ୍ରେଣୀକୁ ନେଇ ଜୁନିଅର ଓ ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ସିନିଅର ବିଭାଗ କରାଯାଇଛି।
ସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରତିଯୋଗିତା
- Post published:August 20, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
