ଅନୁଗୁଳ:ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଅନୁଗୁଳ ଜିଲ୍କା କ୍ରୀଡା ସଂସଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ସଂଘ ପାଇଁ ଉପ ସଭାପତି,ସାଧାରଣ ସମ୍ପାଦକ,ଯୁଗ୍ମ ସମ୍ପାଦକ ଓ କୋସାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୬ଦିନ ପ୍ରାର୍ଥୀପତ୍ର ଦାଖଲ,ଯାଞ୍ଚ,ବୈଧ ତାଲିକା ପ୍ରକାଶନ, ୧୮ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର,ଚୂଡାନ୍ତ ନାମ ତାଲିକା ପ୍ରକାଶନ ଏବଂ ମେ’ ୨୩ଦିନ ଭୋଟ ଗ୍ରହଣ ଓ ଫଳାଫଳ ଘୋଷଣା କରାଯିବ। ଦିନ ୧୦ଟା ରୁ ୧ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଓ ଏହାପରେ ଫଳାଫଳ ଘୋଷଣା କରାଯିବ ।
ଜିଲ୍କା କ୍ରୀଡା ସଂଘ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା
- Post published:May 9, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul