ଅନୁଗୁଳ ଟାଇକୋଣ୍ଡୋ ସଂଘ ପକ୍ଷରୁ କେଦାର ଗୌରୀ ଧନ୍ଦାମୂଳକ ଅନ୍ଧ ଆଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

You are currently viewing ଅନୁଗୁଳ ଟାଇକୋଣ୍ଡୋ ସଂଘ ପକ୍ଷରୁ କେଦାର ଗୌରୀ ଧନ୍ଦାମୂଳକ ଅନ୍ଧ ଆଶ୍ରମର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ଅନୁଗୁଳ: ଆଜି ଅନୁଗୁଳ ଟାଇକୋଣ୍ଡୋ ସଂଘର ସମ୍ପାଦକ ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ କେଦାର ଗୌରୀ ଧନ୍ଦାମୂଳକ ଅନ୍ଧ ଆଶ୍ରମର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଛି। ଅନ୍ତେବାସୀଙ୍କୁ ଚାଉଳ, ଚୂଡ଼ା ଆଦି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜାତୀୟ ଖେଳାଳି ଚିତ୍ତ ରଂଜନ ମହନ୍ତ, ଜସ୍ମିନ ସାହୁ, ଶ୍ରେୟଂଶ ମିଶ୍ର, ଜାତୀୟ ବିଚାରକ ଶ୍ରଦ୍ଧା ସିଂହ, ତପସ୍ୱିନୀ ପ୍ରଧାନ, ଅଭିଭାବକ ସହଯୋଗ କରିଥିଲେ।

Share

Leave a Reply