ରାଣୀଗୋଡାରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

You are currently viewing ରାଣୀଗୋଡାରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ

ଅନୁଗୁଳ: ମା ଦୁର୍ଗାପୂଜା ଟ୍ରଷ୍ଟ ,ଷ୍ଟେସନ ବଜାର,ରାଣୀଗୋଡା ପକ୍ଷରୁ ଆସନ୍ତା ଦୁର୍ଗାପୂଜା ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପୂଜାକୁ କିଭଳି ସରସ ସୁନ୍ଦର କରାଯିବ ସେଥିନେଇ ବୈଠକରେ ଆଲୋଚନା ହୋଇଥିଲା।

ପୂଜା ଅବସରରେ ନାମ ଯଜ୍ଞ, ଅନ୍ନଭୋଗ, ରକ୍ତଦାନ ଶିବିର, ବୃକ୍ଷ ରୋପଣ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜିତ ହେବ।ବୈଠକରେ ସଭାପତି ନିଲୁ ସାହୁ, ସମ୍ପାଦକ ତ୍ରିପୁର ବିଶ୍ୱାଳଙ୍କ ସମେତ ସରପଞ୍ଚ ପ୍ରକାଶ ଦେହୁରୀ, ନିର ସାହୁ, ଅଜିତ ବିଶ୍ୱାଳ, ସୁଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply