ପୋଲ ଭଲ୍ଟରେ ଅନୁଗୁଳର ଦୁର୍ଗା ଶଙ୍କରଙ୍କୁ ସ୍ୱର୍ଣିମ ସଫଳତା

You are currently viewing ପୋଲ ଭଲ୍ଟରେ ଅନୁଗୁଳର ଦୁର୍ଗା ଶଙ୍କରଙ୍କୁ ସ୍ୱର୍ଣିମ ସଫଳତା

ଅନୁଗୁଳ: କିଟ୍ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳର ଖେଳାଳୀ ଦୁର୍ଗା ଶଙ୍କର କିସକୁଙ୍କୁ ପୋଲ ଭଲ୍ଟରେ ସ୍ଵର୍ଣ୍ଣ ପଦକ ମିଳିଛି। ଶନିବାର ଆୟୋଜିତ ଏହି ପ୍ରତିଯୋଗିତାରେ କିସକୁ ୩.୭୦ ମିଟର ଉଚ୍ଚତାକୁ ଅତିକ୍ରମ କରି ଏକ ନୂତନ ରାଜ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ରିଲାଏନ୍ସ ଫାଉଣ୍ଡେସନରେ ତାଲିମ ନେଉଥିବା କିସକୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆ ଯାଇଛି।

Share

Leave a Reply