ଅନୁଗୁଳ: ଅନୁଗୁଳରେ ଦିନକୁ ଦିନ ଉଠା ଦୋକାନ ସଂଖ୍ୟା ବଢ଼ି ଚାଲିଛି।ଲୋକେ ସରକାରୀ ରାସ୍ତା ଜବର ଦଖଲ କରି ମନ ଇଚ୍ଛା ବିଦ୍ୟୁତ୍ ସଂଯୋଗ ନେଇ ବେପାର କରୁଥିବା ଦେଖିବାକୁ ମିଳୁଛି। ଏହା ଦ୍ବାରା ଅଯଥା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଅନୁଗୁଳ ପୌରପାଳିକା ଚିଠି ସଂଖ୍ୟା ୧୯୬୧ ତା ୧୩.୬.୨୫ ରେ ଟାଟା ପାୱାରକୁ ଅନୁଗୁଳ ପୌରପାଳିକାର ବିନା ଅନୁମତିରେ କୌଣସି କ୍ୟାବିନକୁ ବିଦ୍ୟୁତ୍ ସଂଯୋଗ ନ ଦେବାକୁ ନିର୍ଦ୍ଦେଶ ଦେଇଛି।
ବିନା ଅନୁମତିରେ କ୍ୟାବିନକୁ ବିଦ୍ୟୁତ୍ ସଂଯୋଗ ମନା
- Post published:June 16, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul