ଅନୁଗୁଳ: ରବିବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ସମୟରେ ପୁରୁଣାକୋଟ ଥାନା ବଲଙ୍ଗ ପଞ୍ଚାୟତ ଅନ୍ତର୍ଗତ ହିଡସିଙ୍ଗ ଗାଁରେ ଗୋଟିଏ ହାତୀ ଆତଙ୍କ ସୃଷ୍ଟି କରିଥିଲା।ହାତୀଟି ଗାଁର ଶୁକଦେବ ପ୍ରଧାନଙ୍କ ତିନି ବଖରା ଚାଳ ଛପର ଘର ଭାଙ୍ଗି ଦେଇଥିଲା।ପରିବାର ଲୋକେ ଭୟରେ ଘର ଛାଡ଼ି ଦଉଡ଼ି ପଳାଇ ପ୍ରାଣ ରକ୍ଷା କରିଥିଲେ। ଏହାପରେ ଗାଁ ଲୋକେ ମିଶି ହାତୀଟିକୁ ଘଉଡାଇ ଦେଇଥିଲେ ।
ହାତୀ ଘର ଭାଙ୍ଗିଲା
- Post published:June 26, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul