ବଉଳିଗଡ଼ରେ ହାତୀ ଆତଙ୍କ, ଫସଲ ପାଇଁ ଚିନ୍ତାରେ ଚାଷୀ

You are currently viewing ବଉଳିଗଡ଼ରେ ହାତୀ ଆତଙ୍କ, ଫସଲ ପାଇଁ ଚିନ୍ତାରେ ଚାଷୀ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲରେ ହାତୀ ପଲଙ୍କ ଆତଙ୍କ। ଏହି ହାତୀମାନେ ପୁରୀକିଆ, ଅରାହାଟ ଅଞ୍ଚଳରେ ରହିଥିବା ବେଳେ ଆଜି ଦିନ ୩ ଟାରେ ବଉଳିଗଡ଼ ଜଙ୍ଗଲକୁ ଆସିଛନ୍ତି। ତେବେ ହାତୀମାନେ ଫସଲ ନଷ୍ଟ କରି ଦେବେ ବୋଲି ଚାଷୀମାନେ ଚିନ୍ତାରେ ଅଛନ୍ତି। ଅନ୍ୟପଟେ ଲୋକମାନେ ହାତୀ ଦେଖିବାକୁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ତେବେ ହାତୀ ଘଉଡ଼ାଇବାକୁ ବନ ବିଭାଗ ଏବଂ ପ୍ରଶାସନକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।

Share

Leave a Reply