ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଗୁଳର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ

You are currently viewing ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଗୁଳର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶିତ ହୋଇଛି। କଳାରେ ସାଧାରଣ ବର୍ଗ ପିଲାଙ୍କ ପାଇଁ ୭୨.୧୭,ଏସଟି ବର୍ଗଙ୍କ ପାଇଁ ୫୯.୩୩, ଏସସି ବର୍ଗଙ୍କ ପାଇଁ ୬୧.୮୩,ଏସଇବିସି ବର୍ଗଙ୍କ ପାଇଁ ୬୭.୬୭, ଭିନ୍ନକ୍ଷମଙ୍କ ପାଇଁ ୩୫.୧୭ ପ୍ରତିଶତ ପର୍ଯ୍ୟନ୍ତ ଯାଇଛି।

ବିଜ୍ଞାନରେ ସାଧାରଣ ବର୍ଗର ପିଲାଙ୍କ ପାଇଁ ୭୭.୪,ଏସଟି ପାଇଁ ୩୮,ଏସସି ପାଇଁ ୬୦, ଏସଇବିସି ବର୍ଗ ପାଇଁ ୭୩.୮୩ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ଯାଇଛି। ସେହିଭଳି ବାଣିଜ୍ୟ ବିଭାଗରେ ସାଧାରଣ ବର୍ଗଙ୍କ ପାଇଁ ୫୦.୪,ଏସଟି ପିଲାଙ୍କ ପାଇଁ ୩୪,ଏସସି ପିଲାଙ୍କ ପାଇଁ ୪୦.୧୭, ଏସଇବିସି ପିଲାଙ୍କ ପାଇଁ ୩୫.୮୩ ପ୍ରତିଶତ ଯାଇଛି।

Share

Leave a Reply