ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

You are currently viewing ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦିଆଯାଇଛି।

ସୂଚନା ମୁତାବକ, ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଫେଡରେସନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପା ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏ ଅବସରରେ ଡିଲରମାନେ ଗଣମାଧ୍ୟମ ଜରିଆରେ ଯଥାଶୀଘ୍ର ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

Share

Leave a Reply