ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବା ଆମ୍ବୁଲାନ୍ସର
ଦର ବୃଦ୍ଧି ପାଇଛି। ରୋଗୀ କଲ୍ୟାଣ ସମିତିର ପ୍ରସ୍ତାଵ ଅନୁଯାଇ ଆମ୍ବୁଲାନ୍ସର କିଲୋମିଟର ପିଛା ୮ ଟଙ୍କା ରୁ ୧୦ ଦଶ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ମହାପ୍ରୟାଣ ଗାଡିର ଦର ଅପରିବର୍ତିତ ରହିଛି।ଏହି ନୂଆ ଦର ସେପ୍ଟେମ୍ବର ୩ ତାରିଖରୁ ଲାଗୁ ହୋଇଛି ।
ଆମ୍ବୁଲାନ୍ସ ସେବାର ସରକାରୀ ଦର ବଢ଼ିଲା
