ଅନୁଗୁଳ: ନୂଆ ଗୃହକୁ ପ୍ରବେଶ କଲେ ଅନୁଗୁଳ ବିଧାୟକ। ଆଜି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୂତନ ବିଧାୟକ ବାସଗୃହ ନବୀକରଣ ଓ ପ୍ରବେଶ ପୂଜା ହୋଇଛି।
ଏ ଅବସରରେ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ତରଫରୁ ସଭାପତି ଦୀପକ କୁମାର ବର୍ମା, ଉପସଭାପତି ବିକ୍ରମ ଅଗ୍ରୱାଲ, ପୂର୍ବତନ ସଭାପତି ଅଶୋକ କୁମାର୍ ଜୈନ ଓ କାର୍ଯ୍ୟକାରୀ ସଦସ୍ୟ ସେକ ରଫିକ ଉପସ୍ଥିତ ହୋଇ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ।