ହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

You are currently viewing ହେମସୁରପଡ଼ା-ଛେଣ୍ଡିପଦା ରାସ୍ତାରେ ଭାରୀ ଯାନ କଟକଣା

ଅନୁଗୁଳ: ସଡକ ସୁରକ୍ଷା ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ପରିବହନ ଅଧିକାରୀ ଅନୁଗୁଳ ହେମସୁରପଡ଼ାରୁ ଜରାସିଂହା ଦେଇ ଛେଣ୍ଡିପଦା ରାସ୍ତାରେ ସମସ୍ତ ଭାରୀ ଯାନକୁ ବାରଣ କରାଯାଇଛି। ଏହି ରାସ୍ତା ଦେଇ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା। ତେବେ ଧାନ ଚାଉଳ, ଅଣ୍ଡା ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରାଯାଇ ପାରିବ। ଏହାଛଡା ମଧ୍ୟାହ୍ନ ୧୨ ଟା ରୁ ଅପରାହ୍ନ ୨ ଟା ମଧ୍ୟରେ ଖାଲି ଭାରି ଯାନ ଯାଇପାରିବ।ଜିଲ୍ଲାପାଳଙ୍କ ଏହି ଆଦେଶ ଆଜିଠାରୁ ଆସନ୍ତା ଏକମାସ ପାଇଁ ବଳବତ୍ତର ରହିଛି।

Share

Leave a Reply