ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ସେମିଫାଇନାଲ ମ୍ୟାଚରେ ଝାରସୁଗୁଡା ୪-୦ ଗୋଲରେ ବଡମ୍ବାକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ପରିଚାଳନା କରିଥିଲେ ସୁରେଶ ଦାସ। ବିଜେଡି ଯୁବନେତା ଦିନେଶ ପ୍ରଧାନ, ଟ୍ରକ ମାଲିକ ସଂଘ ସଭାପତି ଅମ୍ବିକା ଭଟ୍ଟ, ଉପସଭାପତି ଅମରେଶ ସ୍ୱାଇଁ ଆଇନଜୀବୀ ଜିତେନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଆସନ୍ତା ରବିବାର ଫାଇନାଲରେ କୁଚିଣ୍ଡା ଝାରସୁଗୁଡାକୁ ଭେଟିବ ।
ହେମସୁରପଡା କପ ଫୁଟବଲ: ବଡମ୍ବାକୁ ହରାଇ ଝାରସୁଗୁଡା ଫାଇନାଲରେ
- Post published:December 9, 2022
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul