ଅନୁଗୁଳ: ଆନନ୍ଦର କଥା ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟି ଆଞ୍ଚଳିକ କେନ୍ଦ୍ର ଅନୁଗୁଳରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ୨୬.୫.୨୨ ରେ ମେନେଜମେଣ୍ଟ ବୋର୍ଡ଼ର ୧୪୯ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଗୃହୀତ ହୋଇଛି। ଅନୁଗୁଳ ସେଣ୍ଟର ଅଧିନରେ ସମ୍ବଲପୁର, ସୁନ୍ଦରଗଡ଼,ବରଗଡ଼,ଦେବଗଡ ସୋନପୁର ଏବଂ ବୌଦ୍ଧ ଜିଲ୍ଳା ରହିବ। ଏହି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଉଚ୍ଚ ଶିକ୍ଷା ଆଶାୟୀ ବହୁ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ ।
ଅନୁଗୁଳରେ ଖୋଲିବ ଇଗନୌ ର ଆଞ୍ଚଳିକ କେନ୍ଦ୍ର
- Post published:June 28, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul