କମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

You are currently viewing କମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

ଅନୁଗୁଳ: ମଙ୍ଗଳବାର ସକାଳେ ଅନୁଗୁଳ କମଳା ଫାର୍ମ ପରିସରରେ ଏକ କୁଟୁରାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ କମଳା ଫାର୍ମରେ ପହଞ୍ଚି କୁଟୁରାକୁ ଧରିବା ପାଇଁ ଟ୍ରାନକୁଲା ଇଜ଼ଇଂ କରିଥିଲା। ତେବେ ଘାଇଲା କୁଟୁରା ସେ ଜାଗାରୁ ଚମ୍ପଟ ମାରିଥିଲା। ଏବେ ବନ ବିଭାଗ ଟିମ କୁଟୁରାକୁ ଖୋଜୁ ଥିବାବେଳେ ଫାର୍ମକୁ କିଭଳି ସେ ଆସିଲା ସେ ନେଇ କିଛି ଜଣା ପଡ଼ିନାହିଁ ।

Share

Leave a Reply