ଅନୁଗୁଳରେ ମହିଳାଙ୍କ ପାଇଁ ଉଦଘାଟିତ ହେଲା କିଆସା ପୋଷାକ ସୋରୁମ୍

You are currently viewing ଅନୁଗୁଳରେ ମହିଳାଙ୍କ ପାଇଁ ଉଦଘାଟିତ ହେଲା କିଆସା ପୋଷାକ ସୋରୁମ୍

ଅନୁଗୁଳ: ଆଜି ମଧ୍ୟାହ୍ନରେ ଅନୁଗୁଳର ଗାନ୍ଧିମାର୍ଗ ଠାରେ ଅତ୍ୟାଧୁନିକ ପୋଷାକ ସୋରୁମ କିଆସା ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡାକ୍ତର ଭବାନୀ ଶଙ୍କର ପତି ଯୋଗ ଦେଇଥିବା ବେଳେ ସୋରୁମର ମୁଖ୍ୟ ପରିଚାଳକ ସମରେନ୍ଦ୍ର ନାରାୟଣ ମିଶ୍ର ଓ ଆର.ରଣବିଜୟ ପ୍ରମୁଖ ଯୋଗଦେଇଥିଲେ।

କିଆସା ବ୍ରାଣ୍ଡର ସାରା ଭାରତରେ ୧୨୦ରୁ ଅଧିକ ଷ୍ଟୋର ରହିଛି। କମ୍ପାନୀ ୨୦ ପ୍ରତିଶତରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିବା ବେଳେ ଏହି ସୋରୁମରେ କେବଳ ମହିଳାଙ୍କ ପାଇଁ ବିଭିନ୍ନ ପୋଷାକ ମିଳେ ବୋଲି ସୋରୁମର ମୁଖ୍ୟ ପରିଚାଳକ ସମରେନ୍ଦ୍ର ନାରାୟଣ ମିଶ୍ର କହିଛନ୍ତି।

Share

Leave a Reply