ଅନଲାଇନ୍ ଗେମ୍ ଖେଳିବା ହେଲା କାଳ! ଫ୍ୟାନରେ ଝୁଲିପଡ଼ିଲେ ଷଷ୍ଠ ଶ୍ରେଣୀ ଛାତ୍ର

You are currently viewing ଅନଲାଇନ୍ ଗେମ୍ ଖେଳିବା ହେଲା କାଳ! ଫ୍ୟାନରେ ଝୁଲିପଡ଼ିଲେ ଷଷ୍ଠ ଶ୍ରେଣୀ ଛାତ୍ର

ଅନୁଗୁଳ: କାଳ ହେଲା ଅନଲାଇନ ଗେମ୍ ଖେଳିବା। ଖେଳରେ ହାରିବା ପରେ ଆଜି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ହେଲା ଆଠମଲ୍ଲିକ ଏନ୍ଏସିରେ କାମ କରୁଥିବା ନିର୍ମଳ ବେହେରାଙ୍କ ପୁଅ ବି. ନିଭାନ କୁମାର(୧୧)।

ସୂଚନା ମୁତାବକ, ନିଭାନ ଏଥର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ସେ ଅନଲାଇନ ଗେମରେ ହାରିଯାଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଆଜି ଅପରାହ୍ଣରେ ସେ ଫ୍ୟାନରେ ଝୁଲି ପଡ଼ିଥିଲେ। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share

Leave a Reply