ସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

You are currently viewing ସଂଜୀବନୀ ମାର୍କେଟରେ ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ

ଅନୁଗୁଳ: ଲକ୍ଷ୍ମୀ ପୂଜାର ଅନ୍ତିମ ଦିବସରେ ଅନୁଗୁଳ ସଂଜୀବନୀ ପୂଜା କମିଟି ପକ୍ଷରୁ ମା ଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ହୋଇଥିଲା।

ଅନୁଗୁଳର ଯୁବ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ। ଲଟେରୀ ମାଧ୍ୟମରେ ଭାଗ୍ୟବାନ ବିଜେତାଙ୍କୁ ବଛା ଯାଇଥିଲା। ପ୍ରଥମ ପୁରସ୍କାର ସୁବୋଧ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲଡୁ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ରୂପେ ପୂର୍ବତନ ତା ମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ,ବଜାର ମୂରବୀ ନଟବର ଲାଲ ଟିବ୍ରେୱାଲ୍,ମହମ୍ମଦ ସବିର,ପ୍ରତାପ ମାଝୀ ଓ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏ ଅବସରରେ ଶକ୍ତି ପଟ୍ଟନାୟକ ଅନୁଗୁଳର ପ୍ରଗତି ପାଇଁ ବିଧାୟକ ଶ୍ରୀ ପ୍ରଧାନଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ।

Share

Leave a Reply