ଅନୁଗୁଳ: ସ୍ଥାନୀୟ ଗାନ୍ଧୀ ମାର୍ଗ ଠାରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଶାଢ଼ି ଶୋ ରୁମ ରବିବାର ଉଦଘାଟିତ ହୋଇଛି। ପ୍ରତିଷ୍ଠିତ ବ୍ୟବସାୟୀ ଅଶୋକ ମାଣ୍ଡେଠିଆ ମଲ ଉଦଘାଟନ କରିଥିଲେ। ଏ ଅବସରରେ ମା’ ସପିଂ ମଲର ରାଜେଶ କୁମାର ଓ ବିଜେଡି ଯୁବନେତା ତପନ ତ୍ରିପାଠୀ ଉପସ୍ଥିତ ଥିଲେ। ଆସନ୍ତା ୧୫ ଦିନ ଯାଏଁ ମଲରେ ପୁରୁଷ, ମହିଳା ଓ ପିଲାମାନଙ୍କର ରେଡିମେଡ ଡ୍ରେସ ଓ ଶାଢ଼ି ଆଦି ଉପରେ ୧୫ ପ୍ରତିଶତ ରିହାତି ଦିଆଯାଉଥିବା ମଲ ପକ୍ଷରୁ ସୂଚନା ଦିଆଯାଇଛି।
ମା’ ସପିଂ ମଲ୍ ଉଦଘାଟିତ, ସବୁ ଡ୍ରେସ ଉପରେ ୧୫% ରିହାତି
- Post published:May 9, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul