ସୁବ୍ରତଙ୍କୁ ମନ୍ଥନ ଯୁବ ପ୍ରତିଭା ସମ୍ମାନ

You are currently viewing ସୁବ୍ରତଙ୍କୁ ମନ୍ଥନ ଯୁବ ପ୍ରତିଭା ସମ୍ମାନ

ଅନୁଗୁଳ: ଭୁବନେଶ୍ୱରରେ ଆୟୋଜିତ ଦୈନିକ ସମ୍ବାଦପତ୍ର ମନ୍ଥନର ୨୭ଶ ପ୍ରତିଷ୍ଠା ଦିବସ ଅବସରରେ ଅନୁଗୁଳର ଜିଲ୍ଲା ପ୍ରତିନିଧି ସୁବ୍ରତ ତ୍ରିପାଠୀଙ୍କୁ ଅତିଥି ମାନେ ମନ୍ଥନ ଯୁବବପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ। ଏହି ସମାରୋହରେ ସମ୍ବାଦପତ୍ର ମନ୍ଥନର ସମ୍ପାଦକ ଶରତ ରାଉତଙ୍କ ସମେତ ଅଧ୍ୟାପକ ବିଶ୍ୱରଂଜନ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ବରିଷ୍ଠ ସାମ୍ବାଦିକ ରାଜରାମ ସତପଥୀ ଏବଂ ଦେବପ୍ରସାଦ ଦାସ ପ୍ରମୁଖ
ଉପସ୍ଥିତ ଥିଲେ।

Share

Leave a Reply