ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଢେଙ୍କାନାଳ-ଅନୁଗୁଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସାମୁହିକ ଔଷଧ ସେବନ ଅଭିଯାନ ୨୦୨୩ ପାଳିତ ହୋଇଛି। ଏ ଅବସରରେ ଫାଇଲେରିଆ ରୋଗ ନିରାକରଣ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ ହୋଇଛି। ଲୋକେ ସଠିକ ରୂପେ କେମିତି ଔଷଧକୁ ବ୍ୟବହାର କରିବେ ସେ ବିଷୟରେ ସାଂସଦ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ସିଡିଏମ୍ଓ ତ୍ରିଲୋଚନ ପ୍ରଧାନଙ୍କ ସମେତ ବିଭାଗର ଡାକ୍ତର ଉପସ୍ଥିତ ଥିଲେ।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମୁହିକ ଔଷଧ ସେବନ ଅଭିଯାନ ପାଳିତ, ଫାଇଲେରିଆ ରୋଗ ନେଇ ସଚେତନ ହେଲେ ଲୋକେ
- Post published:September 3, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul