ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ନବକୃଷ୍ଣ ଜୟନ୍ତୀ

You are currently viewing ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ନବକୃଷ୍ଣ ଜୟନ୍ତୀ

ଅନୁଗୁଳ: ନବ ଗଠିତ ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ଆଜି ସଭଘର ପରିସରରେ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସନ୍ଥ ରାଜନୀତିଜ୍ଞ ନବକୃଷ୍ଣ ଚୌଧୁରୀଙ୍କ ୧୨୩ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ଏହି ସମାରୋହରେ ସ୍ଵେଚ୍ଛାସେବୀ ଆଦ୍ୟଶ୍ଲୋକ ମିଶ୍ର, ପ୍ରତାପ ମହାପାତ୍ର, ବିଦ୍ୟା ନାଏକ,ରଞ୍ଜନ ବେହେରା,ସୂର୍ଯ୍ୟକାନ୍ତ ନାଥ,ପର୍ଶୁରାମ ଦାସ,କଲ୍ୟାଣ କିଶୋର ମହାନ୍ତି, ବ୍ରହ୍ମଜ୍ୟୋତି ମିଶ୍ରଙ୍କ ସମେତ ଅଧ୍ୟାପକ ବିଶ୍ବରଂଜନ ପ୍ରଧାନ ଯୋଗ ଦେଇ ନବକୃଷ୍ଣଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ଏଥିସହ ପ୍ରାର୍ଥନା ସଭା ଏବଂ ବାପିଙ୍କ କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା ।

Share

Leave a Reply