ଅନୁଗୁଳ ଜିଲ୍ଲା କଂଗ୍ରେସର ନବକଳେବର: ନୂତନ କମିଟି ଘୋଷଣା କଲା ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଦାୟିତ୍ୱ ନେବା ପରେ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ ଯୁଦ୍ଧ କାଳୀନ ଭିତ୍ତିରେ ଜିଲ୍ଲା କଂଗ୍ରେସ କମିଟି ପୁନର୍ଗଠନ କରିଛନ୍ତି। ନୂତନ କମିଟିରେ ଉପସଭାପତି ଭାବରେ ବିମ୍ବାଧର ସାମଲ, ଉମେଶ ଚନ୍ଦ୍ର ସାହୁ, ଦୁଷ୍ମନ୍ତ ଦଳବେହେରା, ବିନୋଦ ମାଝି, ସନତ କୁମାର ପ୍ରଧାନ, ଭଜନ ଦାସ, ଗୋବିନ୍ଦ ନାଏକ, କୁମୁଦ ବନ୍ଧୁ ଧର, ଚିତ୍ତରଞ୍ଜନ ନାଏକ, ଅଳକା ମହାନ୍ତି, କ୍ଷୀରୋଦା ନାଏକ, ପରେଶ ଚନ୍ଦ୍ର ଜେନା, ଚିତ୍ତରଞ୍ଜନ ପ୍ରଧାନ, ଉତ୍ସବ ସାମଲ, ସହଦେବ ବେହେରା, ପଦ୍ମଲୋଚନ ମାଝି, ହରିଶ ଦେହୁରୀ, ସୁଦୀପ ମିଶ୍ର, ଜିତେନ୍ଦ୍ର କୁମାର ପ୍ରଧାନ, ରଞ୍ଜିତ ଗଡନାୟକ, ହିମାଂଶୁ ଧଳ, କୋଷାଧ୍ୟକ୍ଷ ଭାବେ ରାମଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ପଦରେ ଗୋପିନାଥ ସାହୁ, ତ୍ରିଲୋଚନ ସାହୁ, ଶୁଭେନ୍ଦୁ ବେଉରା, ବିପିନ ପାତ୍ର, ଦିବ୍ୟ ଲୋଚନ ସାହୁ, ପଦ୍ମିନୀ ନାଏକ, ସୁଦୀପ୍ତ ପ୍ରଧାନ, ଅଜିତ ପ୍ରଧାନ, ବଶିଷ୍ଠ ଦେହୁରୀ, ସୁକାନ୍ତୀ ନାଏକ, ପରେନ ପଟ୍ଟନାୟକ, ସୁକାନ୍ତ କୁମାର ପ୍ରଧାନ, ସୁଶାନ୍ତ କୁମାର ସାହୁ, ଅଜୟ କୁମାର ପ୍ରଧାନ, ଲୋକନାଥ ସାହୁ, ସର୍ଦ୍ଧିକୃଷ୍ଣ ରାଉତ, ପ୍ରବଣ କୁମାର ସେଠୀ, ଆଦିକନ୍ଦ ସାମଲ, ସଞ୍ଜୟ କୁମାର ବିଶୋଇ, ହେମନ୍ତ ଦେହୁରୀ, ଉଦୟନାଥ ପ୍ରଧାନ, କୃତାର୍ଥ ଦେହୁରୀଙ୍କ ନାମ ଘୋଷଣା କରାଯାଇଛି।

ସେହିପରି ସମ୍ପାଦକ ଭାବେ ପ୍ରଦୀପ ମହାରଣା, ବଜରଙ୍ଗ ଅଗ୍ରୱାଲ, ହେମନ୍ତ ମହାଳିକ, ସଂଗ୍ରାମ ବେହେରା, ଶିଶିର କୁମାର ପାଳ, ନାରାୟଣ ଦେହୁରୀ, ଜୟନ୍ତ ପ୍ରଧାନ, ରଞ୍ଜନ ଦେହୁରୀ, କମ୍ଭୁ ଦେହୁରୀ, ମନୋଜ କୁମାର ପ୍ରଧାନ, ମିହିର କୁମାର ପାଳ, ଦେବବ୍ରତ ପ୍ରଧାନ, ନିର୍ମଳ କୁମାର ସାହୁ, ଡମ୍ବରୁ ଅମାନ୍ତ, ମହେଶ୍ୱର ପ୍ରଧାନ, ରବିନାରାୟଣ ପଟ୍ଟନାୟକ, ଦୀପକ ରଞ୍ଜନ ପ୍ରଧାନ, ଆଲୋକ କୁମାର ଦେହୁରୀ, ଚୌଧୁରୀ ନାଏକ, ପୂର୍ଣ୍ଣ ନାଏକ, ଦୁର୍ଯ୍ୟୋଧନ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି। ଏତଦବ୍ୟତୀତ ୩୪ ଜଣ କଂଗ୍ରେସ ନେତାଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି। ନୂତନ କମିଟିକୁ ନେଇ ଜିଲ୍ଲା କଂଗ୍ରେସ ଅତିଶୀଘ୍ର ଏକ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ଜିଲ୍ଲା କଂଗ୍ରେସକୁ କ୍ରିୟାଶୀଳ କରାଯିବ ବୋଲି ଜଣାଯାଇଛି।

Leave A Reply

Your email address will not be published.

error: Content is protected !!