ହୁଲୁରୀସିଂହା ୭ ନମ୍ବର ୱାର୍ଡ ଗୋପୀନାଥ ଜିଉ କ୍ଲବର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଶିବାଶିଷ କର

You are currently viewing ହୁଲୁରୀସିଂହା ୭ ନମ୍ବର ୱାର୍ଡ ଗୋପୀନାଥ ଜିଉ କ୍ଲବର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଶିବାଶିଷ କର

ଅନୁଗୁଳ: ଆଜି ହୁଲୁରୀସିଂହା ୭ ନମ୍ବର ୱାର୍ଡ ଗୋପୀନାଥ ଜିଉ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଛି। କ୍ଲବର ସଭାପତି ଭାବେ ଶିବାଶିଷ କର, ସମ୍ପାଦକ ଭାବେ ସତ୍ୟବ୍ରତ କର୍ଣ୍ଣ, ଉପସଭାପତି ଭାବେ ରାକେଶ ଜେନା, ସହ ସମ୍ପାଦକ ଭାବେ ରାହୁଲ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଅଜିତ କୁମାର ରଥ, ଉପଦେଷ୍ଟା ଭାବେ ନିରଞ୍ଜନ କର, ବ୍ରହ୍ମଜ୍ୟୋତି ମିଶ୍ର, ରୁନା କର୍ଣ୍ଣ, ଅଞ୍ଜନ କର, ଗଣେଶ ମିଶ୍ର, ରାଜୁ ମିଶ୍ର, କିଶୋରୀ ସାମଲ, ସୁଶୀଲ ମିଶ୍ର, ନିରଞ୍ଜନ ସାହୁ, ରଶ୍ମିରଂଜନ ସାହୁ, ସୋରଜ ସାହୁ, ରଞ୍ଜନ ବେହେରା ଓ ଦିଲୀପ ସାହୁ ପ୍ରମୁଖ ଚୟନିତ ହୋଇଛନ୍ତି।

ଏ ଅବସରରେ ହୁଲୁରିସିଂହା ୭ ନମ୍ବର ୱାର୍ଡରେ କିପରି ଉନ୍ନତି ମୂଳକ କାମ ହେବ ସେ ନେଇ ଆଲୋଚନା କରାଯାଇଥିଲା। ସଭାରେ ୬୦ ରୁ ଊର୍ଦ୍ଧ୍ବ କ୍ଲବ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply