ଅନୁଗୁଳର ପଣ୍ଡିତ ମହେଶ ସାହୁଙ୍କୁ ଓଡ଼ିଶା ଆଇକନ ଆୱାର୍ଡ ପ୍ରଦାନ

You are currently viewing ଅନୁଗୁଳର ପଣ୍ଡିତ ମହେଶ ସାହୁଙ୍କୁ ଓଡ଼ିଶା ଆଇକନ ଆୱାର୍ଡ ପ୍ରଦାନ

ଅନୁଗୁଳ: ପୁରୀ ଟାଉନ ହଲ ଠାରେ ୱାର୍ଲ୍ଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ଅନୁଗୁଳର ପଣ୍ଡିତ ମହେଶ ସାହୁଙ୍କୁ ଓଡ଼ିଶା ଆଇକନ ଆୱାର୍ଡରେ ସମ୍ମାନିତ କରାଯାଇଛି। ପୁରୀ ସ୍ଥିତ ୱାର୍ଲ୍ଡ ଚ୍ୟାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ଡିସେମ୍ବର ୩୧ ତାରିଖ ଦିନ ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ସମାଜସେବା କାର୍ଯ୍ୟ ପାଇଁ ସମ୍ମାନ ଜନକ ଓଡ଼ିଶା ଆଇକନ ଆୱାର୍ଡ ପ୍ରଦାନ କରାଯାଇଛି। ଏ ଅବସରରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଇଛି।

Share

Leave a Reply