ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର, ରକ୍ତାକ୍ତ ଅବସ୍ଥାରେ ନିଜେ ଗଲେ ଥାନା

You are currently viewing ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର, ରକ୍ତାକ୍ତ ଅବସ୍ଥାରେ ନିଜେ ଗଲେ ଥାନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି।
ଗୁରୁତର ବାଇକ ଆରୋହୀ ସେମିତି ରାସ୍ତାରେ ପଡ଼ିଥିବା ବେଳେ କେହି ତାଙ୍କୁ ଚିକିତ୍ସାଳୟ ନେଇ ନଥିଲେ। ଏଣୁ ସେ ନିଜେ ବାଇକ୍ ଚଲାଇ ନିଶା ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନକୁ ଆସିଥିଲେ। ପୋଲିସମାନେ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିବା ଜଣାଯାଇଛି।l

Share

Leave a Reply