ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଅନୁଗୁଳ ଡୋନା କ୍ଲବକୁ ଆଠମଲ୍ଲିକର ପତାକା କ୍ଲବ ୫-୦ ଗୋଲରେ ହରାଇ ଥିଲା। ମ୍ୟାଚ ପରିଚାଳନା କରିଥିଲେ ଶ୍ରୀମୁଖ ଗଡନାୟକ। ଜିନ୍ଦଲର ମହାପ୍ରବନ୍ଧକ ଆଶିଷ ରଞ୍ଜନ ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଓ ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି ଅତିଥି ରୂପେ ଯୋଗ ଦେଇଥିଲେ।
ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଡୋନା କ୍ଲବକୁ ୫-୦ ଗୋଲରେ ହରାଇଲା ପତାକା
- Post published:August 15, 2022
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul