ଏଫ୍‌ସିଆଇ ଗୋଦାମ ସମ୍ମୁଖରେ ଶୁଖିଲା ଗଛ: ପାଦେ ପାଦେ ବିପଦ

You are currently viewing ଏଫ୍‌ସିଆଇ ଗୋଦାମ ସମ୍ମୁଖରେ ଶୁଖିଲା ଗଛ: ପାଦେ ପାଦେ ବିପଦ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ୫୫ ନମ୍ୱର୍ ଜାତୀୟ ରାଜପଥର ଏଫ୍‌ସିଆଇ ଗୋଦାମ ସମ୍ମୁଖରେ ଏକ ବଡ଼ ଶୁଖିଲା ଗଛ ରହିଛି। ଦୈନିକ ହଜାର ହଜାର ଗାଡି ମଟର ସେହି ରାସ୍ତା ଦେଇ ଯାଉଛି। ଶହ ଶହ ପଥଚାରୀ ବି ଯାଉଛନ୍ତି। ଗଛଟି ବିପଦଜନକ ଭାବେ ରହିଥିବାରୁ ଗାଡି ମଟର ଆରୋହୀଙ୍କ ଠାରୁ ପଥଚାରୀ ସମସ୍ତଙ୍କ ପାଇଁ ଗଛଟି ବିପଦ ସୃଷ୍ଟି କରୁଛି। କେତେବେଳେ ଏହା ଭାଙ୍ଗି କାହା ଉପରେ ପଡ଼ିବ ତାହା କହିବା
ମୁସ୍କିଲ। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଗଛଟିକୁ କାଟିବାର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

Share

Leave a Reply