ପୋଲିସ ଫୁଟବଲ୍ ଖେଳାଳୀଙ୍କ ପରଲୋକ

You are currently viewing ପୋଲିସ ଫୁଟବଲ୍ ଖେଳାଳୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ପିଟିସିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ରାଜେଶ୍‌ ଲାଜରୁସଙ୍କ ଆଜି ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ଛାତିରେ ଯନ୍ତ୍ରଣା ହେବା‌ ପରେ ତାଙ୍କୁ ଅନୁଗୁଳ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ୍‌ଙ୍କ ମୃତ୍ୟୁରେ ପୋଲିସ ଏବଂ ଖେଳାଳୀ ମହଲରେ ଶୋକର ଛାୟା ଖେଳିଯାଇଛି। ଜଣେ ଦକ୍ଷ
ଫୁଟବଲ୍‌ ଖେଳାଳୀ ଭାବେ ସେ ସାଧାରଣରେ ପରିଚିତ ଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀରକୁ ଚୌଦ୍ଵାର ସ୍ଥିତ ନିଜ ଗାଁକୁ ନିଆଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

Share

Leave a Reply