ଆମ ପ୍ରତିଭା ଆମ ସ୍ୱାଭିମାନ ପକ୍ଷରୁ ପ୍ରସ୍ତୁତି ବୈଠକ

You are currently viewing ଆମ ପ୍ରତିଭା ଆମ ସ୍ୱାଭିମାନ ପକ୍ଷରୁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଆସନ୍ତା ୧୬ ତାରିଖ ଶନିବାର ଜିଲ୍ଲା କଳାକେନ୍ଦ୍ର ଠାରେ ଆମ ପ୍ରତିଭା ଆମ ସ୍ୱାଭିମାନ ସଂଗଠନ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ସଂଗଠନର ସଭାପତି ବିମଳ ମିଶ୍ର,ଉପସଭାପତି ଦୁର୍ଗା ଚରଣ ପ୍ରଧାନ,ସାଧାରଣ ସମ୍ପାଦକ ଭକ୍ତି ପ୍ରସାଦ ଦାସ,କୋଷ।ଧ୍ୟକ୍ଷ ବିଜୟ ବେହେରା,ଉପଦେଷ୍ଟା ଶକ୍ତି ପ୍ରସାଦ ପଟ୍ଟନାୟକ,ସୁନୀଲ ପ୍ରଧାନ,ଗଦା ସାହୁ ପ୍ରମୁଖ ଯୋଗ ଦେଇ ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପଡୁ ଥିବାରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବ।ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ତତ୍ତ୍ୱ।ବଧାନରେ ମ ବୁଢ଼ୀଙ୍କ ପାଖରେ ସାମୁହିକ ଦୀପଦାନ ଉତ୍ସବ ପରେ ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ।

Share

Leave a Reply