ପୌରପାଳିକା କର୍ମଚାରୀଙ୍କୁ ପଦୋନ୍ନତି ଓ ସ୍ଥାନାନ୍ତାର

You are currently viewing ପୌରପାଳିକା କର୍ମଚାରୀଙ୍କୁ ପଦୋନ୍ନତି ଓ ସ୍ଥାନାନ୍ତାର

ଅନୁଗୁଳ: ଅନୁଗୁଳ ପୌରପାଳିକାର ତିନିଜଣ ଜୁନିଅର ଆସିଷ୍ଟାଣ୍ଟଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପଦୋନ୍ନତି ଦେବାସହ ସ୍ଥାନାନ୍ତର କରିଛି।କର୍ମଚାରୀ ଗୌରିଶଙ୍କର ପ୍ରଧାନ, ଶୁଭାଶିଷ ମିଶ୍ର, ଏବଂ ଯୁଧିଷ୍ଠିର ବେହେରାଙ୍କୁ ସରକାର ସିନିୟର୍ ଆସିଷ୍ଟାଣ୍ଟ ପଦବୀକୁ ଉନ୍ନୀତ କରିଛନ୍ତି। ଗୌରିଶଙ୍କର ଓ ଶୁଭାଶିଷ ମିଶ୍ରଙ୍କୁ ଢେଙ୍କାନାଳ ପୌରପାଳିକାକୁ ବଦଳି କରାଯାଇଥିବା ବେଳେ ଯୁଧିଷ୍ଠିର ବେହେରାଙ୍କୁ ବାଣପୁର ଏନ୍‌ଏସିକୁ ବଦଳି କରାଯାଇଛି।

Share

Leave a Reply