ଅନୁଗୁଳରେ ପ୍ରଥମ ପୁଷ୍ପା ଫେଶିଆଲ ଆସ୍ଥେଟିକ୍ ଆଣ୍ଡ ଡେଣ୍ଟାଲ ହବ

You are currently viewing ଅନୁଗୁଳରେ ପ୍ରଥମ ପୁଷ୍ପା ଫେଶିଆଲ ଆସ୍ଥେଟିକ୍ ଆଣ୍ଡ ଡେଣ୍ଟାଲ ହବ

ଅନୁଗୁଳ: ହାତିଶାଳପଡ଼ା ଟାଉନ ୟୁପି ସ୍କୁଲ ନିକଟରେ ଅନୁଗୁଳ ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଫେଶିଆଲ୍ କ୍ଲିନିକ୍ ଖୋଲିଛି ଯାହା ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହାର ନାଁ ପୁଷ୍ପା ଫେସିଆଲ ଆସ୍ଥେଟିକ ଆଣ୍ଡ ଡେଣ୍ଟାଲ ହବ୍ ରଖାଯାଇଛି।ଏଠାରେ ମହିଳା ଓ ଝିଅ ମାନଙ୍କ ପାଇଁ ରୁପଚର୍ଯ୍ୟାର ଅନେକ ବ୍ୟବସ୍ଥା ରହିଛି। ଏସବୁ ମଧ୍ୟରେ ସବୁଠାରୁ ବେଶୀ ଲୋକପ୍ରିୟ ହେଉଛି ହାଇଡ୍ରଫେଶିଆଲ। ଏହି ହାଇଡ୍ରାଫେସିଆଲ୍ ହେଉଛି ଅତ୍ୟାଧୁନିକ ଉପାୟରେ ମୁହଁକୁ ସଫା କରିବା,ମୁହଁର ଉଜ୍ଜ୍ୱଳତାକୁ ନଷ୍ଟ କରୁଥିବା କଣିକା ଗୁଡ଼ିକୁ ବାହାର କରିବା ଏବଂ ପୁଷ୍ଟିକାରକ ଉପାଦାନରେ ତିଆରି ସିରମ୍ ଦ୍ଵାରା ମୁହଁର ଗୋରାପଣକୁ ଫେରାଇ ଅଣାଯାଇଥାଏ ଯାହାଫଳରେ ଜଣେ ଝିଅ ବା ମହିଳାଙ୍କ ମୁହଁର ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରହିଥାଏ।ଏବେ ପୂଜା ଅବସରରେ ଆସନ୍ତା ଦୀପାବଳୀ ପର୍ଯ୍ୟନ୍ତ ଏହି ହାଇଡ୍ରା ଫେସିଆଲ୍ ଉପରେ ଗ୍ରାହକମାନଙ୍କ ପାଇଁ ପଚାଶ ପ୍ରତିଶତର ରିହାତି ରହିଛି।ଏହାଛଡା ପୁଷ୍ପା ଫେଶିଆଲ୍ ହବ୍ ରେ ଅକ୍ସିଯେନ୍ ଫେଶିଆଲ୍,ହଲିଉଡ୍ ତଥା କାର୍ବନ ଫେଶିଆଲ,ଲେଜର ଟାଟୁ ରିମୁଭାଲ, ଲେଜର୍ ହେଆର ରିଡକ୍ସନ୍,ଆକ୍ନେ ଏବଂ ସ୍କାର ଟ୍ରିଟମେଣ୍ଟ, ୱାର୍ଟ ଏବଂ ମୋଲ ରିମୁଭଲ, ଆଖି ତଳର କଳା ଦାଗର ଉପଚାର, ଲିପ୍ ହ୍ଵାଇଟନିଂ, ଇଅର୍ ଲୋବ ରିପେୟରିଂ, କେମିକାଲ ପିଲ୍,ଫୁଲ ବଡ଼ି ହ୍ଵାଇଟନିଂ ଆଦି କରାଯାଉଛି।ଏହାଛଡା ହେୟାର ଟ୍ରାନସ ପ୍ଲାଣ୍ଟ,ହେୟାର୍ ରିଗ୍ରୋଥ, ଆଣ୍ଟି ଡ୍ୟାନଡ୍ରଫ୍ ଥେରପି ଏବଂ ପର୍ମନେଣ୍ଟ ମେକପ ମଧ୍ୟ କରାଯାଏ।ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ସବୁ ଉନ୍ନତ ମାନର ବିଉଟି କେଆର ତାଲିମ ପ୍ରାପ୍ତ ଡାକ୍ତର ଏବଂ ଟେକ୍ନିସିଆଁନଙ୍କ ଦ୍ଵାରା କରାଯାଏ। ହ୍ଵାଟସ ଅପ୍ ରେ ଯୋଗାଯୋଗ ପାଇଁ ଫୋନ୍ ନମ୍ୱର୍ ହେଲା 8908850308।

Share

Leave a Reply